ରାଜ୍ୟର ୪୮ଟି କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ଅଗ୍ନିଶମ କର୍ମଚାରୀ ନିୟୋଜିତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପ୍ରଥମ ଲହର ପରେ ବନ୍ଦ ହୋଇଥିବା ସମସ୍ତ କୋଭିଡ ହସ୍ପିଟାଲକୁ ପର୍ଯ୍ୟାୟକ୍ରମେ ଖୋଲିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ତେବେ କୋଭିଡ ହସ୍ପିଟାଲ ଖୋଲାଯିବା ସହ ସେଠାରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କୌଣସି ଅଗ୍ନିକାଣ୍ଡକୁ ରୋକିବା ପାଇଁ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ ନିୟୋଜିତ କରାଯାଇଛି। ରାଜ୍ୟରେ … Continue reading ରାଜ୍ୟର ୪୮ଟି କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ଅଗ୍ନିଶମ କର୍ମଚାରୀ ନିୟୋଜିତ